ନବପ୍ରଭାତ ବିଦ୍ୟାୟତନର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ନବପ୍ରଭାତ ବିଦ୍ୟାୟତନ ନୂଆପାଲି ଠାରେ ବିଦ୍ୟୟତନର ସପ୍ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଭବ୍ୟତାର ସହ ଅନୁଷ୍ଠିତ ହୋଇଯାଇଛି । ନବପ୍ରଭାତ ବିଦ୍ୟାୟତନ ୨୦୧୮ ମସିହାରେ ହିନ୍ଦୁ ନବବର୍ଷ ଦିନ ସ୍ଥାପିତ ହୋଇଥିଲା ।!-->…
Read More...
Read More...