ୱେଭସ୍ ୨୦୨୫ ପାଇଁ ଚିଲିକୁ ନିମନ୍ତ୍ରଣ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଫଣ୍ଟଙ୍କ ଗସ୍ତ ସମୟରେ ଚିଲିର ମନ୍ତ୍ରୀ କାରୋଲିନା ଆରେଡୋଣ୍ଡୋଙ୍କୁ ଭେଟିଛନ୍ତି ଡକ୍ଟର ଏଲ. ମୁରୁଗାନ୍‌ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡଃ. ଏଲ. ମୁରୁଗାନ ଚିଲି ରାଷ୍ଟ୍ରପତି ଗାବ୍ରିଏଲ ବୋରିକ
Read More...

ଗରିବଙ୍କୁ ସଶକ୍ତ କରିବା ସହ ବିକାଶକୁ ଗତିଶୀଳ କରିବ ୱକଫ୍‌ ସଂଶୋଧନ ବିଲ

ନୂଆଦିଲ୍ଲୀ, (ପିଆଇବି) : ୱାକଫ୍ ସର୍ବଦା ଗରିବଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟସେବା, ଆବାସ ଏବଂ ସହାୟତା ପ୍ରଦାନ କରି ଜନ ସମ୍ପ୍ରଦାୟକୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ । କିନ୍ତୁ, ପରିଚାଳନାଗତ ଅବ୍ୟବସ୍ଥା, ଦୁର୍ନୀତି ଏବଂ ଦକ୍ଷତାହୀନତା ଭଳି ସମସ୍ୟା ପ୍ରାୟତଃ ୱକଫ ସମ୍ପତ୍ତିକୁ ସବୁଠୁ
Read More...

ଗଜବନ୍ଧ ଶିଶୁ ବିଦ୍ୟାମନ୍ଦିରର ସେବା କାର୍ଯ୍ୟ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି ପଂଚାୟତ ଅନ୍ତର୍ଗତ ପଣ୍ଡରାପାଲି ଗ୍ରାମରେ ମାଁ ଚନ୍ଦଳିପାଟ ଓ ମାଁ ଝାଡଖଣ୍ଡ ବାସିନୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧ ତରଫରୁ ଥଣ୍ଡା ସର୍ବତ ବଣ୍ଟନ
Read More...

ବନମାଳି ଧୂପାଳ ଚାରିଟେବୁଲ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଦିବସ ଉପଲକ୍ଷେ ବନମାଳି ଧୂପାଳ ଚାରିଟେବୁଲ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲ ମିଳିତ ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହସ୍ପିଟାଲ ପରିସର ମଧ୍ୟରେ ଏକ ହଜାର ରୁ ଅଧିକ ଚାରା ରୋପଣ କରାଯାଇଛି । ନିମ୍ବ,
Read More...

ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ପକ୍ଷ, ୨୦୨୫ ପାଳନ ଅବସରରେ ପ୍ରଥମ ଦିନରେ ଓଡ଼ିଶା ଦିବସ ସମାରୋହ ଆୟୋଜିତ ହେବା ପରେ ଦ୍ଵିତୀୟ ଦିନରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟସରକାରଙ୍କ ଏହି କାର୍ଯ୍ୟକ୍ରମ
Read More...

ପ୍ରଵେଶ ଉତ୍ସବ ଓ ଖଡ଼ି ଛୁଆଁ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍ ଇ ସି କ୍ୟାମ୍ପସ ତା ୨/୦୪/୨୫ ରିଖ, ବୁଧବାର ଦିନ ସକାଳ ୯.୦୦ ସମୟରେ ଆର୍ ଇ ସି କ୍ୟାମ୍ପସ ପ୍ରାଙ୍ଗଣରେ ନୂତନ ଶିକ୍ଷା ବର୍ଷ ୨୦୨୫-୨୬ ର ଆରମ୍ଭ, ପ୍ରବେଶ ଉତ୍ସବ ତଥା ଖଡ଼ି ଛୁଆଁ କାର୍ଯ୍ୟକ୍ରମ ପ୍ରଧାନ
Read More...

ଛତ୍ରପୁର ନିକଟସ୍ଥ ଶାନ୍ତି ନଗରଠାରେ ଲକ୍ଷ୍ମୀନାରାୟଣ ମନ୍ଦିର ସ୍ଥାପନା ପାଇଁ ଭୂମି ପୂଜନ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଶାନ୍ତି ନଗରଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଓ ରାଧାକୃଷ୍ଣ ମନ୍ଦିର ନିର୍ମାଣ ନିମନ୍ତେ ବୁଧବାର ବର୍ଣ୍ଣାଢ଼୍ୟ ସମାରୋହରେ ଭୂମି ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ନିକଟସ୍ଥ ଶାନ୍ତି ନଗରର ଉକ୍ତ ସ୍ଥଳକୁ ଅଦ୍ୟାବଧି
Read More...

ବ୍ଳକସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପାଳିତ ହେଉଥିବା ବେଳେ ତୁରେକେଲା ବ୍ଳକର ଖୁଟୁଲୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଳକସ୍ତରୀୟ ଉତ୍ସବ ପାଳିତ ହୋଇଟାଇଛି । ଏହି ଉତ୍ସବରେ ଅତିଥିଭାବରେ ପୁରୁନ୍ଦର ବାଗ, ବିଧାୟକ ପ୍ରତିନିଧି ଲୋକନାଥ ଥପା,
Read More...

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଜବନ୍ଧରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହାରାଧନ ବେରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ
Read More...

ଅସହାୟ ପ୍ରବୀଣକୁ ସହଯୋଗର ହାତ ବଢାଇଲେ ସରପଞ୍ଚ ଶରତ କାଲୋ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଡ୍ରାଇଭର କାମ କରି ପ୍ରବୀଣ ସେଠ ହସ ଖୁସିରେ ପରିବାର ପରିପୋଷଣ କରୁଥିଲେ । ପରିବାର କହିଲେ ସ୍ତ୍ରୀ ଓ ୨ଟି ପୁଅ ଆଉ ୨ଟି ଝିଅ । ବଡ଼ ଝିଅ ପୁଣି ଭିନ୍ନକ୍ଷମ ।
Read More...