ଓଲଟିଲା ପିକ୍ଅପ୍ ଭ୍ୟାନ୍
ଖଣ୍ଡପଡ଼ା : ନୟାଗଡ଼ ଫତେଗଡ଼ ଥାନା ମାଧପୁର ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ପିକ୍ଅପ୍ ଭ୍ୟାନ୍ । ଯେଉଁଥିରେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁ ସାରେ ଭାପୁର ବ୍ଲକ ମାଧପୁର ଗାଁରୁ ଦଣ୍ଡ!-->…
Read More...
Read More...