ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭଦ୍ରକ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭଦ୍ରକ ଜିଲ୍ଲା ଧାମନଗର ଦୋବଲ ମୁଖ୍ୟ ରାସ୍ତାର ଜରାନିବାସ ନିକଟରେ ଘଟିଛି ଦୁର୍ଘଟଣା । ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ । ବାକି ଆଉ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ
Read More...

ଏଆଇ ନୂଆ ଶିଳ୍ପ ବିପ୍ଳବ : କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସହିତ ଏଆଇକୁ ଯୋଡ଼ିବା ଉପରେ ବିଚାର ବ୍ୟକ୍ତ କରିବା ଲାଗି ଅଂଶୀଦାରମାନଙ୍କୁ ଦେଲେ ପରାମର୍ଶଆଧାର ଅନେକ ପ୍ରୟାସର ‘ଆଧାର’ ଏବଂ ଡିପିଆଇର ମୂଳଦୁଆ : କେନ୍ଦ୍ରମନ୍ତ୍ରୀୟୁଆଇଡିଏଆଇ ପକ୍ଷରୁ ନୂଆଦିଲ୍ଲୀରେ ତୃତୀୟ ଆଧାର ସମ୍ବାଦ ଆୟୋଜିତ : ୭୫୦ରୁ ଅଧିକ ଅଧିକାରୀ ଓ
Read More...

୩ ମାସରେ ଶେଷ ହେବ ବାଦିପଡା-ସଇଁତଲା ବ୍ରିଜ : ବିଧାୟକଙ୍କ ପ୍ରତିଶ୍ରୁତି

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବାଦୀପଡା-ସଇଁତଲାକୁ ସଂଯୋଗ କରୁଥିବା ଲାଂଥ ନଦୀ ଦେଇ ଲୋକେ ଯାତାୟାତ କରୁଥିବା ବେଳେ ବର୍ଷା ଦିନ ହେଲେ ଲୋକଙ୍କ ଦୁଃଖ ବଢ଼ିବାକୁ ଲାଗିଥାଏ । ଅନେକ ଥର ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓଲ୍ଲାଇବା ସହ ଜଳ ସତ୍ୟାଗ୍ରହ ମଧ୍ୟ
Read More...

ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ "ଓଡ଼ିଆ ପକ୍ଷ ପାଳନ" ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମଞ୍ଚରେ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ,
Read More...

ରିମସ୍ ପରିସରରେ ରକ୍ତଦାନ ଶିବିର : ୩୭ ୟୁନିଟ ରକ୍ତ ସଂଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି, ରିମସ୍‌ର ଏନ୍‌ଏସ୍‌ଏସ୍ ୟୁନିଟ୍ ଏବଂ ରୋଟ୍ରାକଟ୍ କ୍ଲବର ମିଳିତ ଉଦ୍ୟମରେ ଗତ କାଲି ଏକ ରକ୍ତଦାନ ଶିବିର ରିମସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଆରଜିଏଚ୍‌କୁ
Read More...

ସରସ୍ଵତୀ ଶିଶୁ ମନ୍ଦିରରେ ୩୫ତମ ବାର୍ଷିକୋତ୍ସବ ଉଦ୍‌ଯାପିତ

ସଇଁତଲା, (କେପିଏନ୍‌ଏସ୍‌) : ଗତ ସୋମବାର ଦିନ ସଇଁତଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ୩୫ତମ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସର୍ବାଙ୍ଗୀନ ବିକାଶ ତଥା ଚରିତ୍ର ଗଠନରେ
Read More...

ବିଶ୍ଵ ବନ୍ଦନୀୟା ମାଁ ତାରାତାରିଣୀଙ୍କ ଚୈତ୍ରପର୍ବ ଶାନ୍ତି ଶୃଙ୍ଖଳାର ସହ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ଵବନ୍ଦନୀୟା ମାଁ ତାରାତାରିଣୀଙ୍କ ପବିତ୍ର ଚୈତ୍ରପର୍ବ ଶାନ୍ତି ଶୃଙ୍ଖଳାର ସହ ବର୍ଣ୍ଣାଢ଼୍ୟ ଉତ୍ସବରେ ସମାହିତ ହେଇଯାଇଛି । ମାଁ ତାରାତାରିଣୀଙ୍କ ଚୈତ୍ରପର୍ବର ଶେଷ ଚତୁର୍ଥ ପାଳି ମଧ୍ୟ ଭକ୍ତ ମାନଙ୍କ
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ତୃତୀୟ ଦିବସ

ବ୍ଲାଷ୍ଟର ଓ ତୁଷାର ରୟାଲ କିଙ୍ଗ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍‌ର ତୃତୀୟ ଦିବସର ପ୍ରଥମ ମ୍ୟାଚ୍‌ଟି ଆମ୍ବେଦକର ୱାରିୟର ଓ ବ୍ଲାଷ୍ଟର ମଧ୍ୟରେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆମ୍ବେଦକର ଦଳ ପ୍ରଥମେ ବ୍ୟାଟିଂ କରି
Read More...

ଲବଣାକ୍ତ ଜଳରୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଆଇ.ଆର୍.ଇ.ଏଲ୍‌ର ଏକ ଯୁଗାନ୍ତକାରୀ ପଦକ୍ଷେପ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମୁଦ୍ର ଜଳରୁ ଲବଣାକ୍ତ ଅଂଶ ନିଷ୍କାସନ କରି ଜୀବାଣୁ ମୁକ୍ତ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବା ନିମନ୍ତେ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ)ର ବଳିଷ୍ଠ ପଦକ୍ଷେପ ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମତବ୍ୟକ୍ତ
Read More...

ବାଙ୍କୀପାଲି, ଗଜବନ୍ଧ, ଅନ୍ଧାରିବାଞ୍ଜି କ୍ଲଷ୍ଟରରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସ୍ୱାଗତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗାଁରେ ଶିକ୍ଷାସଚେତନତା ରଥ ପରିକ୍ରମା କରି ଶୈକ୍ଷିକ ବାତାବରଣର ମାହୋଲ ସୃଷ୍ଟିକରିବା ସହ ନୂତନ ଶିକ୍ଷା ବର୍ଷ ପ୍ରାରମ୍ଭର ବିଗୁଲ ଫୁଙ୍କିଛି । ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବର ଶେଷ ଦିନରେ ବାଙ୍କୀପାଲି ସିଆରସିସି ସୁନୀଲ
Read More...