ଗୁଡଭେଲା ବ୍ଲକ୍ ସ୍ତରୀୟ ୟୁନିଫାଏଡ୍ ଅଟୋମେଟନ୍ ସିଷ୍ଟମ ତାଲିମ ଶିବିର ଉଦ୍‌ଯାପିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ (ୟୁଏସ୍) ତାଲିମ୍ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଡାହିମାଲ ଠାରେ ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏବିଇଓ ରମେଶ
Read More...

ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପୋନୟନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ରାହ୍ମଣ ମହାସଭା ଦ୍ୱାରା ପ୍ରତିବର୍ଷ ପରି ବଲାଙ୍ଗିର ଶ୍ରୀନୃସିଂହ ମନ୍ଦିର ପରିସରରେ ସାମୁହିକ ବ୍ରତ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମଣ ମହାସଭାର ପୂର୍ବତନ ସଭାପତି ତଥା ପଣ୍ଡିତ ବ୍ରହ୍ମର୍ଷି ଗିରିଧାରୀ ଶତପଥୀ, ପଣ୍ଡିତ ଲକ୍ଷ୍ମୀ
Read More...

ଓଡିଶା ପୋଲିସ ଦ୍ୱାରା ବଡ ସାଇବର ଠକେଇ ରାକେଟର ପର୍ଦ୍ଦାଫାସ

ଦୁବାଇରୁ କାମ କରୁଥିଲା ମାଷ୍ଟରମାଇଣ୍ଡ ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱାସନୀୟ ଗୁଇନ୍ଦା ସୂଚନା ଆଧାରରେ, ଓଡ଼ିଶା ପୋଲିସର ରାଉରକେଲା ସାଇବର କ୍ରାଇମ(ସିସି) ଏବଂ ଇକୋନୋମିକ୍ ଅଫେନ୍ସ(ଇଓ) ଥାନା ଏକ ଅନ୍ତରାଷ୍ଟ୍ରୀୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାସ କରିବା ସହିତ ପୋଲିସ୍
Read More...

ବନଦୁର୍ଗା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ବିସ୍ଥାପିତଙ୍କୁ ମୌଳିକ ଅଧିକାରରୁ ବଂଚିତ କରାନଯାଉ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଡେମ୍‌ ମାଗୁରବେଡା ନିକଟ ପଡିଆରେ ବନଦୁର୍ଗା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଯୁବ ନେତା ଆକାଶ ମିଶ୍ର, ସମ୍ମାନିତ ଅତିଥି ଜତିନ୍ଦ୍ର ପଟେଲ, ବରିଷ୍ଠ ସାମ୍ବାଦିକ
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ଚତୁର୍ଥ ଦିବସ

ଆମ୍ବେଦକର ୱାରିୟର୍ସ ଓ ବ୍ଲାଷ୍ଟର ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍‌ର ଚତୁର୍ଥ ଦିବସର ପ୍ରଥମ ମ୍ୟାଚ୍‌ଟି ଆମ୍ବେଦକର ୱାରିୟର୍ସ ଓ ଟିମ୍‌ ଲାୟନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆମ୍ବେଦକର ୱାରିୟର୍ସ ପ୍ରଥମେ ବ୍ୟାଟିଂ
Read More...

ନବକାର ମହାମନ୍ତ୍ର ଦିବସ ସମାରୋହକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ନବକାର ମହାମନ୍ତ୍ର କେବଳ ଏକ ମନ୍ତ୍ର ନୁହେଁ, ଏହା ଆମ ବିଶ୍ୱାସର ମୂଳ ମନ୍ତ୍ର : ପ୍ରଧାନମନ୍ତ୍ରୀ● ନବକାର ମହାମନ୍ତ୍ର ବିନମ୍ରତା, ଶାନ୍ତି ଏବଂ ସାର୍ବଜନୀନ ସୌହାର୍ଦ୍ଦ୍ୟର ପ୍ରତୀକ : ପ୍ରଧାନମନ୍ତ୍ରୀ● ନବକାର ମହାମନ୍ତ୍ର ପଞ୍ଚ ପରମେଷ୍ଠିଙ୍କ ପୂଜା ସହିତ ସଠିକ୍ ଜ୍ଞାନ, ଧାରଣା ଏବଂ ଆଚରଣ
Read More...

ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ଦିନିକିଆ ମୟୁରଭଞ୍ଜ ଗସ୍ତ

ବାରିପଦା ଠାରେ ସମୀକ୍ଷା ବୈଠକ ସରକାରୀ ଜମି ଜବରଦଖଲ ଉଛେଦ ଉପରେ ଗୁରୁତ୍ୱାରୋପ ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ରୋତ କଲେଜରେ ଓଡ଼ିଆ ପକ୍ଷ ପାଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ, ଠାରେ ଓଡ଼ିଆ ପକ୍ଷ ପାଳନ ହୋଇଯାଇଛି । ଏହି ଅବସରରେ 'ଆସ ବହିଟିଏ କିଣିବା' ଓ 'ଲେଖକ ସମ୍ମିଳନୀ' ମଧ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ମନରେ ପୁସ୍ତକ କ୍ରୟ ଓ ପଠନ କରିବାର ଆଗ୍ରହ ବୃଦ୍ଧି
Read More...

ମୁନିଗୁଡା ଆମ୍ବେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଡାକୁଲୁଗୁଡା ଚମ୍ପିଆନ ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମା ଟିକରପଡା ଆମ୍ଵେଦକର କ୍ଲବ ପକ୍ଷରୁ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଥିବା ଆମ୍ଵେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ସମାପନ ହୋଇଯାଇଛି । ମୁନିଗୁଡ଼ା ଡ଼ଃ. ଆମ୍ବେଦକର କ୍ରିକେଟ
Read More...

ଚାଷ ଜମିରେ ଚାଷୀଙ୍କ ଅକାଳ ମୃତ୍ୟୁ

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ୬ ତାରିଖରେ ସରସରା ଗ୍ରାମର ଜଣେ ୬୧ ବର୍ଷୀୟ ଚାଷୀ ଶାନ୍ତିଲାଲ ଭୋଇଙ୍କ ଅକାଳ ମୃତ୍ୟୁ ଘଟିଯାଇଛି । ଚାଷ ଜମି ହିଡରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକେ ଉଦ୍ଧାର କରି ବରଗଡ଼ ସଦର ହସ୍ପିଟାଲକୁ ନେଇଥିଲେ । ଡାକ୍ତର ତାଙ୍କୁ ଦେଖି ମୃତ
Read More...