ଘୋରଡ଼ିଆ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିରରେ ଆୟୁଷ୍ମାନ କାର୍ଡ଼ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରଙ୍କ ପକ୍ଷରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ଏନେଇ ଡେଲାଙ୍ଗ ବ୍ଲକରେ ଥିବା ୫ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟକ୍ରମ
Read More...

ବିଜିପୁର କାଳୀ ମନ୍ଦିର ନିକଟରେ ଯୁବକକୁ ଆକ୍ରମଣ ଘଟଣା : ୬ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ହତ୍ୟା ଉଦ୍ୟମ ମାମଲାରେ ଦୀର୍ଘ ୨ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାରେ ଟାଉନ ଥାନା ପୁଲିସକୁ ମିଳିଛି ସଫଳତା । ଗତ ଜାନୁୟାରୀ ୨୭ ତାରିଖରେ ରାତିରେ ବିଜିପୁର କାଳୀ ମନ୍ଦିର ନିକଟରେ ସୁଜନ ପାତ୍ର ଓ ଅବିନାଶ ମହାନ୍ତିଙ୍କୁ ଖଣ୍ଡାରେ
Read More...

ମୁରିବାହାଲ ବ୍ଲକର ୩ଟି ସ୍ଥାନରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ପତ୍ରାପାଲି(କ), ଗୁଡ଼ିଘାଟ ଓ ଲେବଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସରକାରଙ୍କ ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆଁ ଏକକ
Read More...

ବ୍ରାହ୍ମଣୀ ଗ୍ରାମର ଦାଦନ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ : ଗାଁକୁ ଫେରିଲା ମୃତଦେହ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ଲିଫ୍ଟ ଭାଙ୍ଗି ଛିଣ୍ଡି ଯିବାରୁ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ବ୍ରାହ୍ମଣୀ ଗ୍ରାମର ବାଳକୃଷ୍ଣ ରଣାଙ୍କ ବଡ଼ପୁଅ ବିମଳ ରଣା(୨୫) ଗତ
Read More...

ମୁରିବାହାଲ ପଞ୍ଚାୟତ ଡ଼ିଗ୍ରୀ କଲେଜରେ ଯୁବ ଲେଖକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶରେ ଏକ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଜେପି ଦଳ
Read More...

ଗଁରେଇ ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ସଦର ମହକୁମାଠାରେ ଶୁକ୍ରବାର ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅଧିବାସ ଦିନ ଖଲିଆ ବନ୍ଧରୁ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ ।
Read More...

ମଦନପୁର ଠାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ

ମଦନପୁର ଠାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ମ.ରାମପୁର, (ପି କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ,ଗୋପବନ୍ଧୁ ଜନ ଆରୋଗ୍ୟ ଓ ବୟୋ ବନ୍ଦନା ଯୋଜନା ଶୁଭାରମ୍ଭ ହୋଇଛି । ଏଥିରେ
Read More...

ଜୈବିକ ସାର ଉତ୍ପାଦନ କମ୍ପାନୀ ‘ବାୟୋତେଜ ଏଗ୍ରିନୋଭେସନ’ର ନୂତନ ପ୍ଲାଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜୈବିକ ସାର ଉତ୍ପାଦନ କମ୍ପାନୀ ବାୟୋତେଜ ଏଗ୍ରିନୋଭେସନର ନୂତନ ପ୍ଲାଣ୍ଟ ଆଜି ଲାଠିକଟା ବ୍ଲକ ଅଧିନସ୍ଥ ସୁଇଡ଼ିହି ଗ୍ରାମରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏନଆଇଟି ଏଫଟିବିଆଇ ସେଣ୍ଟରର ମୁଖ୍ୟ ମନୋଜ କୁମାର ମିଶ୍ର
Read More...

ଭବାନୀପାଟଣାରେ ଡିଫାଇନ କଳାହାଣ୍ଡିର ବିଶାଳ ସମାବେଶ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣାରେ ଡିଫାଇନ କଳାହାଣ୍ଡିର ଏକ ବିଶାଳ ଶୋଭାଯାତ୍ରା ଏବଂ ସମାବେଶ ଆୟୋଜିତ ହୋଇଯାଇଛି । କଳାହାଣ୍ଡିରେ ଅନେକ ସମସ୍ୟା ରହିଛି । ଜିଲ୍ଲାରେ ଦାଦନ ସମସ୍ୟା ପ୍ରମୁଖ ଭାବେ ସମସ୍ୟା ଭାବେ ଉଭା ହୋଇଥିବାବେଳେ ବେରୋଜଗାରୀ, ଶିକ୍ଷିତ ବେକାରୀ, ମଦ
Read More...

ଓଡ଼ିଶାର ପ୍ରାଣ : ଲୋକକଳା ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ ଅବସରରେ ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଆନୁକୂଲ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ତରଫରୁ ମାସିକ ସାରସ୍ୱତ ସମାବେଶରେ 'ଓଡ଼ିଶାର ପ୍ରାଣ ଲୋକକଳା' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜର
Read More...