ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ : ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
ସୁନ୍ଦରଗଡ଼ : ସୁନ୍ଦରଗଡ଼ ମହୁଲପଦା ଥାନା ଅନ୍ତର୍ଗତ ଡଲେଇସରା ଗ୍ରାମରେ ଭାଇର ଛଡ଼ ମାଡ଼ରେ ଭଉଣୀ ମୃତ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତକ ଭଉଣୀ ଜଣକ ହେଲେ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତଙ୍କ ସ୍ତ୍ରୀ ମହର୍ଗୀ ମାହାନ୍ତ । ସୂଚନାନୁସାରେ, ବିଜୁ ମାହାନ୍ତଙ୍କର!-->…
Read More...
Read More...