ବଲାଙ୍ଗିର ଚମ୍ପିୟାନ ଲିଗ୍ ଉଦ୍ଯାପିତ ତୁଷାର ରୟେଲ୍ସ ଚମ୍ପିୟାନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗର ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚଟି ତୁଷାର ରୟେଲ୍ସ କିଙ୍ଗ ଓ ଆମ୍ବେଦକର ୱାରିୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତୁଷାର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୧୨୨ ରନ୍ ସଂଗ୍ରହ!-->…
Read More...
Read More...