ଜିଲ୍ଲାପାଳ ଓ ଏସପିଙ୍କ ଅନୁପସ୍ଥିତରେ ଫିକା ପଡ଼ିଲା ମୁରିବାହାଲରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ତିନିମାସ ପରେ ସୋମବାର ଚଳିତ ବର୍ଷ ଦ୍ଵିତୀୟ ଥର ପାଇଁ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ଶିବିରରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ
Read More...

ଟିଟିଲାଗଡ ଅଞ୍ଚଳରେ ଚାଞ୍ଚଲ୍ୟ : ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

ଜେଲ ଗଲେ ସଂସ୍ଥାର ଦୁଇ କର୍ମଚାରୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ୭ଟି ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ମୋଟ ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଦାୟିତ୍ୱରେ ଥିବା ଏକ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ଗିରଫ କରି
Read More...

ସ୍ୱସ୍ତି ଝଙ୍କାର, ରାଉରକେଲା ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

ଦ୍ୱିତୀୟ ସଂନ୍ଧ୍ୟାରେ ରେ ନାଟକ ଜାତି ନନ୍ଦିଘୋଷ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟାରେ ଭବାନୀପାଟଣାର ସ୍ମାରକୀ ନାଟ୍ୟ ସଂସ୍ଥା ତରଫରୁ ନାଟକ ଜାତି ନନ୍ଦିଘୋଷ ମଞ୍ଚସ୍ଥ ହୋଇଯାଇଛି ।
Read More...

ପିଆର ହାଇସ୍କୁଲର ପୂରାତନ ଛାତ୍ରଙ୍କ ଦ୍ୱାରା ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲର ୨୦୦୧ ଓ ୨୦୧୨ ବ୍ୟାଚର ପୂରାତନ ଛାତ୍ରମାନଙ୍କ ଦ୍ୱାରା ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ରମେଶ ଚନ୍ଦ୍ର ସାହୁ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ
Read More...

ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରଠାରେ ଶିଶୁମାନଙ୍କ ଶୈକ୍ଷିକ ବିକାଶ ଦିଗରେ ଅଗ୍ରଗତି ପାଇଁ ପଦ୍ମପୁର ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ଉଦ୍‌ଯାପିତ ହୋଇଯାଇଛି । ଦ୍ଵିତୀୟ ଦିନ ବନ୍ଦନା
Read More...

ବୁରୋମୁଣ୍ଡା ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୭ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ପ୍ରଥମ ଦିନରେ ମଣ୍ଡଳକରଣ, ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ
Read More...

ଦାଦନ ଯାଇ ହାଇଦ୍ରାବାଦରେ ଯୁବକ ନିଖୋଜ : ତୁରେକେଲା ଥାନାରେ ଏତଲା ଦେଲେ ପରିବାର ଲୋକେ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଘୁନେସ ପଞ୍ଚାୟତ ଖୁଜେନଗାଁର ଧନଞ୍ଜୟ ବାଗ(୨୧) ଚଳିତ ବର୍ଷ ଦାଦନ ଋତୁରେ ଦାଦନ ଦଲାଲଙ୍କ ଠାରୁ ବଇନା ନେଇ ବାପା ଗିରିଧାରୀ ବାଗ ଓ ମାଁ ସୁକୃବାରି ବାଗଙ୍କ ସହିତ ହାଇଦ୍ରାବାଦ ଇଟା ତିଆରି କରିବାକୁ ଯାଇଥିଲେ । କିଛିଦିନ କାମ କରି ସରିଲା ପରେ
Read More...

ବରିଷ୍ଠ ନାଗରିକଙ୍କୁ ନୟାପାଲି ପାଟ ଉତ୍ସବରେ ସମ୍ବର୍ଦ୍ଧନା

ଭୋଗରାଇ, (କେପିଏନଏସ) : ଭୋଗରାଇ ବ୍ଲକ ଅନ୍ତର୍ଗତ ନୟାପାଲି ଗ୍ରାମର ଆରାଧ୍ୟ ଦେବତା ବାବା କଞ୍ଚନେଶ୍ୱର ମହାଦେବଙ୍କ ପାଟପର୍ବ ଉପଲକ୍ଷେ ବରିଷ୍ଠ ନାଗରିକମାନଙ୍କୁ ଆୟୋଜିତ ସଭାରେ ସମ୍ବର୍ଦ୍ଧନା ଦିଆଯାଇଛି । ସାମ୍ବାଦିକ ଶିବନାରାୟଣ ପାତ୍ରଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ
Read More...

ରାମଲୀଳା ନାଟକ କିସ୍କିନ୍ଧ୍ୟା କାଣ୍ଡ ବାଲିବଧ ସହ ସୁଗ୍ରିବଙ୍କ ରାଜ୍ୟଭିଷେକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାମଜୀ ନାଟକ ସଂସଦ ଦ୍ୱାରା ଆୟୋଜିତ ଜଗନ୍ନାଥ ପଡାରେ ରାମଲୀଳା ନାଟକ ୧୪ ଦିନରେ ପହଞ୍ଚିଛି । କବଳି ଅସୁର ବଧ, ଶବରୀ ଅଇଁଠା ଖାଇଲେ, ହଂସ ସାର ଭେଟ, ଗଉଡଙ୍କ ସହ ବନରେ ଭେଟ, ହନୁମାନ ଭେଟ, ସୁଗ୍ରୀବଙ୍କ ସହିତ ଭେଟ, ବାଲି ବଧ ସହ ଗୀତ ଓ ଛଉ ନୃତ୍ୟରେ
Read More...

ଖଦ୍ୟୋତ ଅନୁଷ୍ଠାନ ତରଫରୁ ପୁରସ୍କାର ବିତରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ତେଲିଗୋଠପଡା ସ୍ଥିତ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ସମ୍ମିଳନୀ କକ୍ଷରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର ବିତରଣ ଉତ୍ସବ ଆୟୋଜିିତ ହୋଇଯାଇଛି । ଏଥିରେ ଜିଲ୍ଲା ନାଗରିକ କମିଟି ଉପସଭାପତି
Read More...