ନୂଆପଡାରେ ଆଉ ଶୋଷଣର ଶିକାର ହେବେନି ମହୁଲ ଗୋଟାଳି, ସେମାନଙ୍କୁ ପରିଶ୍ରମର ଉଚିତ୍ ମୂଲ୍ୟ ମିଳିବ : ଜିଲ୍ଲାପାଳ
ନୂଆପଡା, (କେପିଏନ୍ଏସ୍) : ଜିଲ୍ଲାରେ ମହୁଲ ଉଚିତ୍ ମୂଲ୍ୟରେ କ୍ରୟ ବିକ୍ରୟ ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଅବକାରୀ ବିଭାଗ କର୍ମଚାରୀ, ଜିଲ୍ଲା!-->…
Read More...
Read More...