ଶ୍ରୀରାମ ଗାଁରେ ବସୁଧା ପ୍ରକଳ୍ପ ଥାଇ ମଧ୍ୟ ମିଳୁନି ପାଣି : ଚୁଆ ପାଣି ହିଁ ଭରସା
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା ହେଲେ ପ୍ରଶାସନର ଅବହେଲା ଯୋଗୁଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶ୍ରୀରାମ ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲିଛିି । ପ୍ରକଳ୍ପ ଥାଇ ମଧ୍ୟ ମିଳୁନି!-->…
Read More...
Read More...