ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଉରକେଲାର ସାମାଜିକ ସଂଗଠନ ଦି ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ କଳିଙ୍ଗ ବିହାର ହନୁମାନ ମନ୍ଦିର ପରିସରରେ ସୂଜି ହାଲୁଆ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହାସହ ୯ ଜଣ "ବ୍ରାହ୍ମଣ ଦେବ"ଙ୍କୁ ଅନୁଷ୍ଠାନ!-->…
Read More...
Read More...