ମୁର୍ଚ୍ଛନା ତରଫରୁ ଭଜନ ପରିବେଷଣ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୨୦ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପର୍ଶୁରାମ ବେଶ ଅବସରରେ ମୁର୍ଚ୍ଛନା ତରଫରୁ ଭଜନ ପରିବେଷଣ କରାଯାଇଥିଲା । ବିଭୁପ୍ରସାଦ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଭାସ୍କର ପୁହାଣ, ବିଣାପାଣି ରଥ, ଶେଖର!-->…
Read More...
Read More...