ଦକ୍ଷିଣ ସମ୍ଭାଗ ପ୍ରଧାନାଚାର୍ଯ୍ୟ ଓ ସମ୍ପାଦକ ବୈଠକ ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜୟପାଟଣା ପରିସରରେ ଜୁଲାଇ ମାସ ୧୯ତାରିଖ ଦିନ ଦକ୍ଷିଣ ସମ୍ଭାଗ ଅନ୍ତର୍ଗତ ସଂଭାଗ ସୁରୀୟ ପ୍ରଧାନାଚାର୍ଯ୍ୟ ଓ ସମ୍ପାଦକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ…
Read More...

ବଡ଼ଭାଲୁପାଲିରେ ବେହେରାମାଲ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ବଡ଼ଭାଲୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବେହେରାମାଲ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ପୂର୍ବ ସିଆରସିସି ଜୟଶ୍ରୀରାମ…
Read More...

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ଇନଡୋର ଷ୍ଟାଡିୟମ ନୂଆପଡ଼ା ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ଅବସରରେ ସମବାୟ ବିଭାଗ, ଓଡ଼ିଶା ସରକାର, ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।…
Read More...

ସୁପ୍ରିମକୋର୍ଟ ରାୟକୁ ସେଙ୍ଗେଲ ପକ୍ଷରୁ ସ୍ୱାଗତ : ପୈତୃକ ସମ୍ପତ୍ତିରେ ଆଦିବାସୀ ମହିଳାଙ୍କ ସମାନ ଅଧିକାର

ବାରିପଦା, (ଦେବସ୍ମିତ ଚୌଧୁରୀ) : ସୁପ୍ରିମକୋର୍ଟର ରାୟକୁ ପ୍ରଶଂସା କରି ଆଦିବାସୀ ସେଙ୍ଗେଲ ଆଭିଯାନ ବାରିପଦା ଜୋନାଲ କମିଟିର ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା କମିଟିର ଓଡ଼ିଶା ପ୍ରଦେଶ ପାର୍ଗାନା ଶ୍ରୀ ନାରାନ ମୁର୍ମୁ ପ୍ରେସ ବିଜ୍ଞପ୍ତିରେ ଜଣାଉଛି ଯେ, ପୈତୃକ ସମ୍ପତ୍ତିରେ…
Read More...

ଜିଲ୍ଲସ୍ତରୀୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ନିକଟସ୍ଥ କୃଷ୍ଣଚନ୍ଦ୍ରପୁର ସ୍ଥିତ ସାଇ ବିଦ୍ୟାମନ୍ଦିର ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲାର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଘ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଘନଶ୍ୟାମ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ସ୍ୱାମୀର ପରକିଆ ପ୍ରିତି ପାଇଁ ସ୍ତ୍ରୀର ଆତ୍ମହତ୍ୟା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ୱାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯ୍ୟାତନା, ନିର୍ଯ୍ୟାତନା ସହି ନ ପାରି ବାପା ଘରେ କଲେ ଆତ୍ମହତ୍ୟା । ସୁସାଇଡ ନୋଟରେ ସ୍ୱାମୀ ଆଉ ପ୍ରେମିକାଙ୍କ ନାଁ ଲେଖି ନ୍ୟାୟ ପାଇଁ କଲେ ନିବେଦନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା…
Read More...

ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ

ଆଠଗଡ଼ : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ । ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆମାନେ କଂକ୍ରିଟ ସେତୁ ଦେଇ ଆସି ବାବା ଧବଲେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ବିଶ୍ଵାସ ରହିଛି ଧବଳେଶ୍ଵରଙ୍କ ମସ୍ତକରେ…
Read More...

ପଦ୍ମପୁର ଲାୟନ୍ସ ଭବନରେ ଲାୟନ୍ସ କ୍ଲବର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ଲାୟନ୍ସ ଭବନରେ ପ୍ରୀତମ ମେହେରଙ୍କ ସଭାପତିତ୍ୱରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଦ୍ୱାଦଶ ପ୍ରଧାନ ସଂଯୋଜନା କରିଥିବା ବେଳେ ବିନୋଦ ବିହାରି ମିଶ୍ର ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଭାବରେ ପ୍ରଦୀପ…
Read More...

ପାଇକମାଲ ଅଞ୍ଚଳରେ ଚର୍ଚ୍ଚାରେ ସ୍ନେକ୍ ମ୍ୟାନ ଚିମନଲାଲ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣତଃ ବର୍ଷାଋତୁ ଆସିଲେ ପରିବେଶରେ ବିଷାକ୍ତ ସାପ ଗୁଡ଼ିକ ବାହାରି ଥାଆନ୍ତି । ପ୍ରାୟତଃ ବିଷାକ୍ତ ସାପ ଗୁଡ଼ିକ ଘର ଦ୍ୱାରକୁ ପଶିଯାଇ ଅସାବଧାନତଃ ରହିଲେ ସାପ ଗୁଡ଼ିକ କାମୁଡ଼ି ଦେଉଥିବାରୁ ଲୋକଙ୍କ ଅକାରଣେ ମୃତବରଣ କରିଥାଆନ୍ତି । ସାପ ଗୁଡ଼ିକ…
Read More...

୫୯ ନଂ.ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଫସିଛି ଟ୍ୟାଙ୍କର : ଯାତାୟାତ ଠପ୍‌

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଯାତାୟାତ ଠପ ହୋଇଯାଇଛି । ଉକ୍ତ ଘାଟି ରାସ୍ତାର ଏକ ବୁଲାଣିରେ ଟ୍ୟାଙ୍କର ଫସିଯିବା କାରଣରୁ ଏଭଳି…
Read More...