ବିଡ଼ି, ସିନେ ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ
ଭୁବନେଶ୍ୱର, (ପିଆଇବି) : ବିଡ଼ି, ସିନେମା, ଖଣି (କୋଇଲାକୁ ଛାଡ଼ି) ଶ୍ରମିକମାନଙ୍କ ପିଲାଙ୍କର ପାଠପଢ଼ା ନିମନ୍ତେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ପ୍ରାକ୍ ମାଟ୍ରିକ୍ ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ଆବେଦନ ଆହ୍ୱାନ କରାଯାଇଛି । ଏହି ଛାତ୍ରବୃତ୍ତି!-->…
Read More...
Read More...