ରେଳ ଧାରଣାରେ ଆଇଇଡ଼ି ବିସ୍ଫୋରଣ : ହାଇ ଆଲର୍ଟରେ ଓଡ଼ିଶା-ଝାଡ଼ଖଣ୍ଡ ସୀମା ରେଲୱେ ଟ୍ରାକ୍
ବଣାଇ : ଝାଡ଼ଖଣ୍ଡର କରମପଦା ରେଲୱେ ଷ୍ଟେସନ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି । ସେପଟେ ଓଡ଼ିଶାର କେ.ବଲାଙ୍ଗ ଥାନା ରେଞ୍ଜଡା ରେଲୱେ ଟ୍ରାକ୍ରେ ଆଇଇଡି ବିସ୍ଫୋରଣ ହୋଇଛି । ରବିବାର ଆଇଇଡି ବିସ୍ଫୋରଣ ପରେ ବିମଲାଗଡ଼ ସେକ୍ସନ ରେଲୱେ ଲାଇନ୍ରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦଥିଲା । ଏହା!-->…
Read More...
Read More...