ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ବଲାଙ୍ଗିର ଜିଲ୍ଲା ନୂତନ କାର୍ଯ୍ୟକାରୀ କମିଟି ଚୟନ ଅନୁଷ୍ଠିତ
ପ୍ରଦୀପ କୁମାର ପୁଟେଲ ସଭାପତି ଓ ଶଙ୍କର ପ୍ରସାଦ ମିଶ୍ର ସମ୍ପାଦକ ନିର୍ବାଚିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ବଲାଙ୍ଗିର ଜିଲ୍ଲା ନୂତନ କାର୍ଯ୍ୟକାରୀ କମିଟିର ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦର ମହକୁମାଠାରୁ!-->!-->!-->…
Read More...
Read More...