ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବନକର୍ମଚାରୀଙ୍କ ୩ ଦଫା ଦାବୀ : ୧୫ ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନ ପାଇଁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଅଣ-ଗ୍ରେଜେଟେଡ଼ ସେବା ସଂଘ ବ୍ରହ୍ମପୁର କ୍ଷେତ୍ର ଜୋନ୍ ପକ୍ଷରୁ ବନ ବିଭାଗର କ୍ଷେତ୍ର କର୍ମଚାରୀ ତଥା ଫରେଷ୍ଟ ଗାର୍ଡ, ଫରେଷ୍ଟର, ଡେପୁଟୀ ରେଞ୍ଜରମାନଙ୍କ ତିନି ଦଫା ଦାବି ନେଇ ସରକାରଙ୍କୁ ପୂର୍ବରୁ ଜଣାଇଥିଲେ ସୁଦ୍ଧା ସରକାର କର୍ଣ୍ଣପାତ
Read More...

କୁଟାସିଂହାର ମା’ ଅଭୟା କାଳୀଙ୍କ ଯାତ୍ରାର ଶେଷ ଦିନରେ ପୂଜା

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ଗ୍ରାମରେ ମା' ଅଭୟାକାଳୀଙ୍କ ପାରମ୍ପରିକ(ପୂଜା) ଛତର ଯାତ୍ରା ଆରମ୍ଭ ହୋଇଯାଇଛି । ବଲାଙ୍ଗିର ସହରଠାରୁ ୪୧ କିଲୋମିଟର ଦୂରରେ ଅବସ୍ଥିତ କୁଟାସିଂହା ଗ୍ରାମ । କାହିଁ କେଉଁ ଆବାହନ କାଳରୁ ଏହି
Read More...

ବଲାଙ୍ଗିର ସ୍ଵଧାର ଗୃହରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସ୍ଵଧାର ଗୃହରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୀମସାରର ବରିଷ୍ଠ ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗ ବିଶେଷଜ୍ଞ ପ୍ରେଫେସର ଡ଼ଃ ବେଣୁଧର ପାଣ୍ଡେ ଯୋଗଦେଇଥିଲେ । ସେଠାରେ
Read More...

ଟିଟିଲାଗଡ଼ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ୨୭ ତାରିଖକୁ ରଥ ଯାତ୍ରା । ଏଥିପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଶ୍ରୀ ଦଧିବାମନ ଓ ଧବଳେଶ୍ଵର ଟ୍ରଷ୍ଟ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସଂଧ୍ୟାରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସଭା ଗୃହଠାରେ ଏନେଇ ଏକ
Read More...

ବିଜେପି ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୨୫ତମ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ସଭା

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବୈପାରିଗୁଡା ବ୍ଲକ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ତମ ପୂଣ୍ୟତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପଶ୍ଚିମେଶ୍ୱର ମନ୍ଦିର ପ୍ରାଣଙ୍ଗରେ ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ
Read More...

ସ୍ୱାମୀକୁ ପାଇବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ସ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀଙ୍କୁ ଖୋଜି ଖୋଜି ବଲାଙ୍ଗିରରେ ପହଞ୍ଚିଲେ ମହିଳା । ସ୍ୱାମୀକୁ ପାଇବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ । ବିବାହର ଚାରି ବର୍ଷ ପରେ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର । ଏସ୍‌ପି ଅଫିସର ଦ୍ୱାରସ୍ଥ ହେଲେ ମହିଳା । ଏଭଳି ଏକ ଅଭିଯୋଗ ନେଇ ବଲାଙ୍ଗିର
Read More...

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୋଟ ୬୭ ଜଣ ଅଭିଯୋଗକାରୀ ଅଭିଯୋଗ ପତ୍ର ଦାଖଲ କରିଥିବା ବେଳେ ପାନୀୟ ଜଳ, ଗମନାଗମନ,
Read More...

ଗଞ୍ଜାମ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଲକ୍ଷ୍ମଣପଲ୍ଲୀ ଗ୍ରାମରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ରୋଗୀ ଜଣକ ମହିଳା ବୋଲି ଜଣାପଡିଛି । ମହିଳାଙ୍କ ଆଇସିଏମଆର ଆରଏମଆରସି ଭୁବନେଶ୍ୱରରେ ଗତ ୩ ତାରିଖ ଦିନ ମହିଳାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଏହି ରକ୍ତ ନମୁନା ଆରଟିପିସିଆର
Read More...

ଥଣ୍ଡା କାଶ ଲକ୍ଷଣ ଥିଲେ ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ : ମାସ୍କ ବ୍ୟବହାର କରନ୍ତୁ

ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଘୋଷଯାତ୍ରା ଠାରୁ ନେଇ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ୩୦୦ ଡାକ୍ତର ନିୟୋଜିତ ହେବେ । ରଥଯାତ୍ରା ଦ୍ଵିତୀୟ ସମନ୍ଵୟ ବୈଠକ ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି । ସେହିପରି
Read More...

ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସରେ ବିଜେପିର ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତା ୦୯.୦୬.୨୦୨୫ ରାଉରକେଲା ବିଶ୍ରା ଗୋଲ ଛକରେ ଥିବା ଭଗବାନ ବିଶ୍ରା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବିଜେପି ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ବିଜେପିର ନେତ୍ରୁ ବୃନ୍ଦ ତାଙ୍କର ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ପୂର୍ବକ
Read More...