ପ୍ରାକୃତିକ କୃଷି ସମ୍ବନ୍ଧୀୟ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସ୍ଥିତ ପ୍ରାକୃତିକ ପ୍ରଶିକ୍ଷଣ ଅନୁଷ୍ଠାନର ଦ ହ୍ୟୁମାନ ଡେଭଲପମେଣ୍ଟ ଆନୁକୁଲ୍ୟରେ ପ୍ରାକୃତିକ କୃଷି ସମ୍ବନ୍ଧୀୟ ଏକ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଏଫ୍ ଇ ଏସ ର ମାଷ୍ଟର ଟ୍ରିନର ଡକ୍ଟର୍ ଅଭୟ!-->…
Read More...
Read More...