ରାଉରକେଲା ବିମାନ ବନ୍ଦରରୁ ବିମାନ ସେବା ଯଥାଶୀଘ୍ର ଆରମ୍ଭ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଜିଲ୍ଲା କଂଗ୍ରେସ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଜ୍ଞାନେନ୍ଦ୍ର ଦାସ ସେକ୍ଟର ୨୧ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଉରକେଲା ବିମାନ ବନ୍ଦରରୁ ଗତ ଏକମାସରୁ ଅଧିକ କାଳ ହେଲା ବନ୍ଦ ଥିବା ବିମାନ ଚଳାଚଳକୁ!-->…
Read More...
Read More...