ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ଉଦଯାପିତ ଏବଂ ନାଟକ ଅମର ଗାଥା ମଂଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ନାଟ୍ୟ ସଂଘ ଏବଂ ରାଉରକେଲା ଇସ୍ପାତ କାରଖନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ପ୍ରସ୍ତୁତ ନାଟକ 'ଅମର ଗାଥା' ସିଭିକ୍ ସେଣ୍ଟର୍ ଠାରେ ମଞ୍ଚସ୍ଥ ହୋଇଯାଇଛି । ୧୫ ଦିନ ବ୍ୟାପି ୨୨…
Read More...

ସାଇ ଭ୍ୟାଲି ୱାର୍ଲ୍ଡ ଇନଷ୍ଟିଚ୍ୟୁଟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଆରମ୍ଭ ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଇ ଭ୍ୟାଲି ୱାର୍ଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି କୁଆରମୁଣ୍ଡାର ଜାମୁନାନାକିରେ ଅବସ୍ଥିତ ଏହାର କ୍ୟାମ୍ପସରେ ଆରମ୍ଭ ନାମରେ ଫ୍ରେସର୍ସ ସ୍ୱାଗତ ପାର୍ଟି ଆୟୋଜନ କରିଥିଲା ​​ଯେଉଁଠାରେ ବରିଷ୍ଠ ଛାତ୍ରମାନେ ୨୦୨୫-୨୬…
Read More...

ଈଶା ଫାଉଣ୍ଡେସନ ପକ୍ଷରୁ ଟିଟିଲାଗଡ଼ ହାଇସ୍କୁଲ ଖେଳ ପଡିଆରେ ଗ୍ରାମୀଣ ଭାରତୀୟ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଈଶା ଫାଉଣ୍ଡେସନ ପକ୍ଷରୁ ଟିଟିଲାଗଡ଼ ହାଇସ୍କୁଲ ଖେଳ ପଡିଆରେ ଗ୍ରାମୀଣ ଭାରତୀୟ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଟିଟିଲାଗଡ଼ ଭଲିବଲ ଆସୋସିଏସନ୍ ସଭାପତି ଅରୁଣ କୁମାର…
Read More...

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ : ୧୭ ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପୂରଣ ହୋଇଛି । ୨୦୦୮, ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ସ୍ୱାମୀଜୀ କନ୍ଧମାଳର ଜଳେଶପଟା ଆଶ୍ରମକୁ ଯାଇଥିବା ସମୟରେ ପ୍ରାୟ ୪୦ରୁ ଅଧିକ ଆତତାୟୀ ଗୁଳି ବର୍ଷଣ କରିବା…
Read More...

ଉପରମୁଣ୍ଡରେ ବଢୁଛି ଜଳସ୍ତର : ଖୋଲିଲା ହୀରାକୁଦର ୪ଟି ଗେଟ୍

ସମ୍ବଲପୁର : ଖୋଲିଲା ହୀରାକୁଦ୍‌ ଗେଟ୍‌ । ଏକାସାଙ୍ଗେ ଖୋଲିଛି ହୀରାକୁଦର ୪ଟି ଗେଟ୍‌ । ବାମ ପାଶ୍ୱରେ ୩ଟି ଏବଂ ଡାହାଣ ପାଶ୍ୱରେ ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତେବେ ସକାଳ ୯ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ରହିଛି ୬୨୦.୫୦ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର…
Read More...

ଥାନା ସମ୍ମୁଖରେ ଗଣ୍ଡଗୋଳ : ଅଟକାଇବାକୁ ପୋଲିସ ନାକେଦମ୍

ଭୁବନେଶ୍ୱର : ଥାନା ସମ୍ମୁଖରେ ବାଡ଼ିଆ ପିଟା । ସବୁଦେଖି ନଦେଖିଲା ଭଳି ପଳେଇଲା ପିସିଆଇ ଭ୍ୟାନ୍‌ । ସ୍ଥିତି ଏପରି ହେଲା ଯେ, ଥାନା ସମ୍ମୁଖରେ ୧୫ ମିନିଟ ପର୍ଯ୍ୟନ୍ତ ବିବାଦ ଲାଗିରହିଥିଲା । ଶେଷରେ ଥାନା ଅଧିକାରୀ ଆସି ମାମଲାକୁ ଥଣ୍ଡା କରିବାକୁ ଚେଷ୍ଟା କରିଥିଲେ । ଖବର ଅନୁଯାୟୀ,…
Read More...

ପଚପଚ କାଦୁଅରେ ଚାଲିଛି ଖପ୍ରାଖୋଲ ସାପ୍ତାହିକ ବଜାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲ ଠାରେ ପ୍ରତି ସପ୍ତାହର ଶନିବାରରେ ଅନୁଷ୍ଠିତ ହେଉଥିବା ସାପ୍ତାହିକ ବଜାର ଏକ ପ୍ରମୁଖ ବଜାର । ଖପ୍ରାଖୋଲ ପଞ୍ଚାୟତ ଅଧିନସ୍ଥ ଏହି ବଜାରକୁ ଅତି କମରେ ୫୦୦ ଲୋକଙ୍କ ସମାଗମ ହୁଏ । ଟିକସ ଆଦୟରେ ଏହି ବଜାର…
Read More...

ଦେଓଗାଁରେ ଧକ୍କା ଦେଲା ମୌସୁମୀ : ମରୁଡି ଚିନ୍ତାରେ ଚାଷୀ

ବର୍ଷା ପାଇ ୪ଶହ ଫୁଟ ପାହାଡ଼ ଚଢ଼ି କଲେ ଇନ୍ଦ୍ର ପୂଜାସାମିଲ ହେଲେ ୧୫ ଖଣ୍ଡ ଗାଁ ଲୋକେ ଦେଓଗାଁ, (କେପିଏନ୍‌ଏସ୍‌) : ଆକାଶରେ ମେଘ ମାଳ ମାଳ ଥିଲେ ବି ବର୍ଷା ହେଉନଥିବାରୁ ଧାନ ଗଛ ମରିବାକୁ ବସିଛି । ମାଟି ଫାଟି ଆଁ କରିଛି । ଏପରି ସ୍ଥିତିରେ ଚାଷକୁ ନେଇ ଚିନ୍ତାରେ ଥିବା ଚାଷୀ ବିରାଟ…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର : ଅଣଛାତ୍ର ମୁହାଁମୁହିଁ

ବ୍ରହ୍ମପୁର : ବିଶ୍ୱବିଦ୍ୟାଳୟରେ ଛାତ୍ର ଅଣଛାତ୍ର ମୁହାଁମୁହିଁ । କିଛି ଅଣଛାତ୍ର ମାନଙ୍କ ଆକ୍ରମଣରେ ଜଣେ ଛାତ୍ର ଆହତ ହେଇଛନ୍ତି । ଆହତ ଛାତ୍ର ଜଣକ ହେଲେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ଅଭିଳାଷ ମିଶ୍ର । ବିଶ୍ଵବିଦ୍ୟାଳୟ ପରିସରରେ କିଛି କାର୍ଯ୍ୟକ୍ରମ…
Read More...

ବିହାରର ଗୟାରେ ୧୨୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ…

ଗୟାଜୀଙ୍କ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ପ୍ରାଚୀନ ଏବଂ ଅତ୍ୟନ୍ତ ସମୃଦ୍ଧ: ପ୍ରଧାନମନ୍ତ୍ରୀଅପରେସନ ସିନ୍ଦୁର ଭାରତର ପ୍ରତିରକ୍ଷା ରଣନୀତିରେ ଏକ ନୂତନ ରେଖା ଟାଣିଛି: ପ୍ରଧାନମନ୍ତ୍ରୀବିହାରର ଦ୍ରୁତ ବିକାଶ କେନ୍ଦ୍ରର ଏନଡିଏ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା:…
Read More...