ଛତିଶଗଡ଼ର ନ୍ୟୁ ରାୟପୁରରେ ଆଜି ସୁରକ୍ଷାକର୍ମୀଙ୍କ ସହ ମତ ବିନିମୟ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୨୬ ମସିହା ମାର୍ଚ୍ଚ ମାସରେ ଯେତେବେଳେ ଦେଶ ନକ୍ସଲବାଦରୁ ମୁକ୍ତ ହେବ, ସେତେବେଳେ ଏହା ସ୍ୱାଧୀନତା ପରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ହେବଯେତେବେଳେ ଏକ ନକ୍ସଲ ପ୍ରଭାବିତ ଅଞ୍ଚଳର ପିଲା ବନ୍ଧୁକ ପରିବର୍ତ୍ତେ
Read More...

ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସ୍ଵତନ୍ତ୍ର ଆସର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ କବି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ସ୍ଵତନ୍ତ୍ର ଭାବେ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଡଃ. ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୭୩ତମ ବଳିଦାନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ରାଜନୀତିଜ୍ଞ ଜନସେବକ ଜନସଙ୍ଘର ସଂସ୍ଥାପକ ଡଃ. ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୭୩ତମ ବଳିଦାନ ଦିବସ ସୋମବାର ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ବିଜେପି କାର୍ଯ୍ୟଳେୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ଛତ୍ରପୁର
Read More...

ଡ଼. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ସହିତ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଜନ୍ମ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜେପି କାର୍ଯ୍ୟାଳୟ ଠାରେ ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପଦ୍ମପୁର ବିଜେପି ଟାଉନ ସଭାପତି ସୁନୀଲ ଅଗ୍ରୱାଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ତାଙ୍କ
Read More...

ମୁରିବାହାଲ ବ୍ଲକସ୍ତରୀୟ ‘ଆମ ସଂକଳ୍ପ ନିଶା ନୁହେଁ, ଜୀବନ’ସମ୍ପର୍କିତ ବକ୍ତୃତା ଓ ରଚନା ପ୍ରତିଯୋଗିତା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ 'ଆମ ସଂକଳ୍ପ ନିଶା ନୁହେଁ, ଜୀବନ' ସମ୍ପର୍କିତ ଏକ ବ୍ଲକସ୍ତରୀୟ ବକ୍ତୃତା ଓ ରଚନା ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଯାଇଛି । ବ୍ୟାପକ ନିଶା ନିବାରଣ
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ : କିରାଣୀ

ରାୟଗଡ଼ା : ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଏବଂ କିରାଣୀ । ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ରାୟଗଡା ଜିଲ୍ଲା ବିଷମକଟକ ସିଡିପିଓ ସୁଶିଳା ଶବର ଏବଂ କିରାଣୀ ରାମଚନ୍ଦ୍ର ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର
Read More...

ସଡ଼କ ପଥରେ ଆଧ୍ୟାତ୍ମିକତା ଭାବନାର ମୂଲ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପ୍ରଭୁ ଉପହାର ରି-ଟ୍ରିଟ୍ ସେଣ୍ଟର୍, ଶ୍ରୀ ରାମଚନ୍ଦ୍ରପୁର, (ବ୍ରହ୍ମପୁର) ପକ୍ଷରୁ ଆୟୋଜିତ "ସଡ଼କ ପଥରେ ଆଧ୍ୟାତ୍ମିକତା ଭାବନାର ମୂଲ୍ୟ" ସମ୍ପର୍କିତ ଜାତୀୟସ୍ତରୀୟ ସମ୍ମିଳନୀ ରବିବାର ସନ୍ଧ୍ୟାରେ
Read More...

ଗାଁ ପୋଖରୀରେ ଲୁଗା ସଫା ବେଳେ ଅଘଟଣ : ଗୋଡ଼ ଖସି ମହିଳା ମୃତ

ମାଲକାନଗିରି : ଗାଁ ପୋଖରୀରେ ଲୁଗା ସଫା ବେଳେ ଅଘଟଣ । ପୋଖରୀରେ ଗୋଡ ଖସି ଯିବାରୁ ପାଣିରେ ବୁଡି ଜଣେ ମହିଳାଙ୍କରେ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ମାଲକାନଗିରି ଜିଲ୍ଲା ଏମଭି ୭୯ଥାନା ଅନ୍ତର୍ଗତ ତାଣ୍ଡବାଇ ଗ୍ରାମର ଶିଙ୍ଗେ ସୋନ୍ଧି(୩୦) ବୋଲି ଜଣାପଡିଛି । ସୋମବାର ଶିଙ୍ଗେ ଗ୍ରାମର
Read More...

ସାମାଜିକ ସଂଗଠନ ଅଭିଭାବକ ମଂଚର ବିଶେଷ ବୈଠକ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ନିଯୁକ୍ତି ବ୍ୟବସ୍ଥା କରାଯାଉ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରମୁଖ ସାମାଜିକ ସଂଗଠନ ଅଭିଭାବକ ମଂଚର ଏକ ବିଶେଷ ବୈଠକ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସଦସ୍ୟଗଣ
Read More...

ଆଟଗାଁ ପଂଚାୟତରେ ୩ ଦିନିଆ ସମର କ୍ୟାମ୍ପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୱଇସିଡିଏ ବଲାଙ୍ଗିର ତରଫରୁ ଆଟଗାଁ ପଂଚାୟତରେ ତିନି ଦିନିଆ ସମର କ୍ୟାମ୍ପ ଆୟୋଜିତ କରାଯାଇଥିଲା । ଯେଉଁଥିରେ ପୁଇଁନ୍ତଲା ବ୍ଲକର ଛତାପିପଲ, ଭାଲେର, ଦଶପୁର, ମହିମୁଣ୍ଡା ଏବଂ ଆଟଗାଁ ପଂଚାୟତରୁ ଶିଶୁମାନେ ଆସି ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ
Read More...