ଛିଡା ହୋଇଥିବା ଟ୍ରକକୁ ବାଇକ ଚାଳକ ଧକ୍କା ଦେଇ ମୃତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଳରୁ ୬କିମି ଦୂର ନୂଆପଡା ଯିବା ରାସ୍ତାରେ କିଙ୍ଗ ହୋଟେଲ ପାଖରେ ଜଣେ ବାଇକ ଚାଲକ ଦ୍ରୁତଗତିରେ ଆସି ରାସ୍ତା ନିକଟରେ ଛିଡା ହୋଇଥିବା G J 27 TT 7089 ଟ୍ରକକୁ ଧକ୍କା ଦେଇ ନିଜେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ମୃତକ ହେଲେ!-->…
Read More...
Read More...