ଘରେ ପଶି ପରିବାର ଉପରେ ମରଣାନ୍ତକ ଆକ୍ରମଣ : ଦମ୍ପତି ମୃତ, ନାବାଳକ ଗୁରୁତର

ମାଲକାନଗିରି : ରାତିର ନିରବତା ଭିତରେ ଘଟିଲା ଲୋମହର୍ଷକ ହତ୍ୟାକାଣ୍ଡ । ଘରେ ସମସ୍ତେ ଶୋଇଥିବା ବେଳେ ଏକ ପରିବାର ଉପରେ ହେଲା ଆକ୍ରମଣ । ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ବର୍ଷୀୟ ନାବାଳକ ଗୁରୁତର ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା…
Read More...

ପଞ୍ଚାୟତ ହାଇସ୍କୁଲ ଚନ୍ଦନଭାଟୀରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଚନ୍ଦନଭାଟୀ, (କେପିଏନ୍‌ଏସ୍‌) : ପଞ୍ଚାୟତ ହାଇସ୍କୁଲ ଚନ୍ଦନଭାଟୀରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ କୁମାର ଯୋଷୀ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ଏବିଇଓ…
Read More...

ଜାତୀୟ ସଂହତି ଓ ଭାଇଚାରାର ବାର୍ତ୍ତା ଦେଲେ ବିଚାରପତି : ପି.ଆର୍. ହାଇସ୍କୁଲରେ ଏକତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ହିରଣ୍ମୟ ବିଶୋଇଙ୍କ ଅନୁମତି କ୍ରମେ ସ୍ଥାନୀୟ ପି.ଆର୍. ହାଇସ୍କୁଲ, ବଲାଙ୍ଗିର ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ…
Read More...

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ମହାସମାରୋହରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...

ବଲାଙ୍ଗିରରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ଲୌହମାନବ ତଥା ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ବଲାଙ୍ଗିରଠାରେ ‘ରାଷ୍ଟ୍ରୀୟ ଏକତା ଦିବସ’ ଅତି ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଜାତିର ଏକତା, ଅଖଣ୍ଡତା ଏବଂ ଦେଶପ୍ରେମର ବାର୍ତ୍ତା…
Read More...

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜାତୀୟ ଏକତା, ଭାଇଚାରା, ଶାରୀରିକ ସୁସ୍ଥତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ “ଡିବ୍ରି” ଏବଂ “ପଲ୍ଲୀ ଆଲୋକ ପାଠାଗାର”ର ମିଳିତ ଆନୁକୂଲ୍ୟରେ…
Read More...

ପାଇକମାଲରେ ଆମ ପୁଲିସ ସମିତି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପରିସରରେ ଆମ ପୁଲିସ ସମିତି କାର୍ଯ୍ୟକ୍ରମ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ପାରସ୍ପରିକ ସହଯୋଗ ଓ ବିଶ୍ୱାସକୁ…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସଚେତନତା ପଦଯାତ୍ରା

ସାଧୁତା ଓ ସ୍ୱଚ୍ଛତାର ବାର୍ତ୍ତା ନେଇ ସାମିଲ ହେଲେ ମିଶନ ଶକ୍ତିର ମହିଳା ବାରିପଦା, (ଦେବସ୍ମିତ ଚୌଧୁରୀ) : ଦୁର୍ନୀତି ବିରୋଧୀ ସାମାଜିକ ଆନ୍ଦୋଳନକୁ ତୃଣମୂଳସ୍ତରରେ ଅଧିକ ସୁଦୃଢ଼ କରିବା ସହ ମହିଳାମାନଙ୍କ ମଧ୍ୟରେ ସାଧୁତା ଓ ନୈତିକତାର ବାର୍ତ୍ତା ପ୍ରସାର ଲକ୍ଷ୍ୟରେ ଦୁର୍ନୀତି…
Read More...

ବଲାଙ୍ଗିର ଦିନ୍‌ରେ ଡେଙ୍ଗ ହାଇସ୍କୁଲର ମହତ୍‌ ପଦକ୍ଷେପ, ରକ୍ତଦାନ ଶିବିରରେ ସଂଗ୍ରହ ହେଲା ୪୦ ୟୁନିଟ୍ ରକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନକୁ ସ୍ମରଣୀୟ କରିବା ସହ ମାନବସେବାର ବାର୍ତ୍ତା ପ୍ରସାର ପାଇଁ ଡେଙ୍ଗ ହାଇସ୍କୁଲ ପକ୍ଷରୁ ଆୟୋଜିତ ହୋଇଛି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗର ଜୁନିୟର…
Read More...

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ସାମୂହିକ ରାଷ୍ଟ୍ରୀୟ ଏକତା ଶପଥ ପାଠ ଅନୁଷ୍ଠିତ ବାରିପଦା, (ଦେବସ୍ମିତ ଚୌଧୁରୀ) : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସାମୂହିକ…
Read More...