ବରଗଡ଼ ମହିଳା ସମିତି ପକ୍ଷରୁ ତୋରା କଲେଜରେ ବନ ମହୋତ୍ସବ
ବରଗଡ଼, (ନିରୋଜ କୁମାର ପାଣୀ) : ତୋରା କଲେଜରେ ବରଗଡ଼ ମହିଳା ସମିତି ପକ୍ଷରୁ ମାଁ ପାଇଁ ଗଛଟିଏ ବନ ମହୋତ୍ସବ ପାଳନ କରାଯାଇଥିଲା । କଲେଜ ଅଧ୍ୟକ୍ଷ ଶ୍ରୀରାମ କର ଏବଂ ମହିଳା ସମିତି ଅଧ୍ୟକ୍ଷା ଅଞ୍ଜନା ଦାସ ମିଳିତ ଭାବରେ ଏକ ଗଛ ଲଗାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାପରେ ସଦସ୍ୟା ଗଣ!-->…
Read More...
Read More...