କୋଭିଡ୍ ପରବର୍ତ୍ତି ଅବସ୍ଥାରେ ପିଲାଙ୍କ ପାଠପଢା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ପରବର୍ତ୍ତି ଅବସ୍ଥାରେ ପିଲାଙ୍କ ପାଠପଢା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍କୁଲ ପରିସରକୁ ନିୟମିତ ସାନିଟାଇଜ୍ କରାଯିବା ସହିତ ମାସ୍କ ପରିଧାନ ତଥା ଶାରୀରିକ ଦୂରତ୍ବ ରକ୍ଷା କରିବା ପାଇଁ ମଧ୍ୟ ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.