oom

ମହଲାଇ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଗାଁରେ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ ସମାପ୍ତି ହୋଇଯାଇଛି । ପୂଜା କର୍ତ୍ତାଭାବେ ମୋତିଲାଲ ମାଝୀ, ତାଙ୍କ ଧର୍ମପତ୍ନୀ ଚାରୁଲତା ମାଝୀ ଓ ସୂର୍ୟ୍ୟ ତ୍ରିପାଠୀ ପୂଜକ ଦାୟିତ୍ଵ ତୁଲାଇଥିଲେ । ଆଲୋକ ସାହୁ, ରୋହିତ ବିଶ୍ଵାଳ, ସୁନିଲ ବିଶ୍ଵାଳ, ପ୍ରଶାନ୍ତ ବିଶ୍ଵାଳ, ଅଭି ରଣା, ଲୋକେଶ ମେହେର, ଅନିଲ ସା, ବିମଳ ପଧାନ, ଚିତ୍ତରଞ୍ଜନ ସାହୁ, ଦିଲୀପ ରଣା, କାର୍ତ୍ତିକ ବିଶ୍ଵାଳ ସନ୍ତୋଷ ସାହୁଙ୍କ ସହ ଗ୍ରାମବାସୀ ଏହି ଉତ୍ସବ ପରିଚାଳନା ଦାୟିତ୍ଵ ନେଇଥିଲେ ।

jittmm
Leave A Reply

Your email address will not be published.