ସଙ୍ଗୀତ ସମ୍ରାଜ୍ଞୀ ଲତା ମଙ୍ଗେଶକର ଆଉ ନାହାଁନ୍ତି, ଦେଶ ତଥା ବିଶ୍ୱରେ ଶୋକର ଲହରୀ

ମୁମ୍ବାଇ : ସଙ୍ଗୀତ ସମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଯାଇଛି । କରୋନା ସଂକ୍ରମଣ ହେତୁ ୯୨ ବର୍ଷିୟ ଲତା ମଙ୍ଗେସକରଙ୍କୁ କିଛି ଦିନ ପୂର୍ବେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ପୁଣି ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା । ଆଜି ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲାନାହିଁ ।

Leave A Reply

Your email address will not be published.