jsm

କେରମେଲି ପଞ୍ଚାୟତରେ ସମିତି ସଭ୍ୟା ପାଇଁ ଲଢ଼ୁଛନ୍ତି ସରୋଜିନୀ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତର ଉନ୍ନତି ପାଇଁ ସମିତି ସଭ୍ୟା ଭାବେ ଚଳିତ ପଞ୍ଚାୟତ ନିର୍ବାଚନରେ ସରୋଜିନୀ ସାହୁ ଲଢ଼ୁଥିବା ବେଳେ ଗତ ୨୦୧୭ ମସିହାରେ ଜିଲ୍ଲା ପରିଷଦ ସଭ୍ୟା ଭାବେ ସଇଁନ୍ତଲା ବ୍ଳକ ୩୨ ନମ୍ୱର ଜୋନରେ ବିପୁଳ ପରିମାଣରେ ଭୋଟ ପାଇବା ପରେ ବିଜୟୀ ହୋଇଥିଲେ । ସେହି ସମୟରେ ଅଞ୍ଚଳର ଅନେକ ଉନ୍ନତି କରିବା ସହ ଲୋକଙ୍କ ପ୍ରସଂଶା ପାତ୍ର ମଧ୍ୟ ହୋଇ ପାରିଥିଲେ । ତେବେ ଚଳିତ ବର୍ଷ ମଧ୍ୟ ଉନ୍ନତି ବିକାଶ ମାର୍ଗରେ କାମ କରିବା ସହ ଲୋକଙ୍କ ସମସ୍ୟା ତଥା ସରକାରୀ ଯୋଜନା କିଭଳି ଭାବେ ଲୋକ ପାଇ ପାରିବେ ସେ ନେଇ ଗୁରୁତ୍ୱର ନେବା ସହ ତାହା କିଭଳି ଭାବେ ଲୋକେ ପାଇ ପାରିବେ ସେ ଦିଗରେ ଚେଷ୍ଟା କରିବି ବୋଲି କହିଛନ୍ତି ।

yuvodaya
Leave A Reply

Your email address will not be published.