
ବଲାଙ୍ଗିର, (କେପିଏନଏସ୍) : ଆଜି ବିଜୁ ଜନତା ଦଳ ତରଫରୁ ଶ୍ରୀମତୀ ଲିପିକା ପ୍ରଧାନ ଜୋନ ନମ୍ବର ୧୭ରୁ ଜ଼ିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜେଡ଼ିର ନୀତି ଓ ଆଦର୍ଶକୁ ନେଇ ସମାଜସେବା କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି ।
Recover your password.
A password will be e-mailed to you.