ବିଜେଡିର ପ୍ରତିଷ୍ଠା ଦିବସକୁ ବିରୋଧ କରି କଂଗ୍ରେସର ଆଜି ସଇଁନ୍ତଲା ବନ୍ଦ ଡାକରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ବିଜେଡିର ପ୍ରତିଷ୍ଠା ଦିବସକୁ ବିରୋଧ କରିବ କଂଗ୍ରେସ । ତେବେ କଂଗ୍ରେସ ପକ୍ଷରୁ ସଇଁନ୍ତଲା ବନ୍ଦ ଡାକରା ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଆଜି ବନ୍ଦ ଡାକରା ଦେଇଛନ୍ତି । ମମିତା ମେହେରକୁ ନ୍ୟାୟ ଦାବୀ, ଗୃହମନ୍ତ୍ରୀକୁ ଗିରଫ ଦାବୀ ସହ ସଇଁନ୍ତଲାରେ ଆଇନ ବ୍ୟବସ୍ଥାକୁ ସୁଦୃଢ କରିବା ଦାବୀରେ ବନ୍ଦ ଡାକରା ଦେଇଛି କଂଗ୍ରେସ ।

Leave A Reply

Your email address will not be published.