csstore

ସସମ୍ମାନର ସହିତ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲରେ ପଡି ରହିଥିବା ଜଣେ ଅସହାୟ ଅଜଣା ରୋଗୀଙ୍କ ଶବ ପାଖକୁ କେହି ନ ଆସିବାରୁ ଅସହାୟର ବନ୍ଧୁ ସାଜି ମଣିଷତ୍ୱ ଦେଖାଇ ସସମ୍ମାନର ସହିତ ଶବ ସତ୍କାର କରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନ । ଶବ ସତ୍କାର ପାଇଁ ଶାନ୍ତିପଡ଼ା ଟାଇଗର ୟୁଥ୍ କ୍ଲବ୍‌ କାଠ ଦେଇ ସହଯୋଗର ହାତ ବଢାଇଥିବାରୁ କ୍ଲବକୁ ମଧ୍ୟ ସଙ୍ଗଠନ ତରଫରୁ ଧନ୍ୟବାଦ ଦିଆଯାଇଥିବା ବେଳେ ଏହି ମହତ୍ୱ କାର୍ୟ୍ୟରେ ସଂଗଠନର ସଦସ୍ୟ ଗୋବିନ୍ଦ ଶତପଥି, ଅଜୟ କୁମାର ନାଗ, ସନ୍ତୋଷ ପଟ୍ଟନାୟକ, ଦେବରାଜ ମହାନନ୍ଦ, ପାର୍ଥ କର୍ଣ୍ଣ, ସରୋଜ ସାହୁ, ଲିଙ୍କନ ସେଠ୍, ପ୍ରିତମ କଲତା, ମୁନେଶ କର୍ମୀ ଓ ବିବେକା ଉପସ୍ଥତତ ରହିଥିଲେ ।

jayashree
Leave A Reply

Your email address will not be published.