oom

ଦେଓଗାଁ ବିଜେପି ପକ୍ଷରୁ ହରିପୁରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ମଣ୍ଡଳ ଲଣ୍ଡାପଥର ପଞ୍ଚାୟତ ହରିପୁରରେ ଭାରତୀୟ ଜନତା ପାର୍ଟିର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁରେଶ ଚନ୍ଦ୍ର ଭୋଇ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଅମିତ ସିଂ ନିନା, ସମ୍ମାନିତ ଅତିଥି ଭାବେ ବନ୍ଧପଡ଼ା ମଣ୍ଡଳ ସଭାପତି ବାସୁଦେବ ସିଂ ନିନା, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ଭୋଲାନାଥ ସାହୁ, ସଂପାଦକ ଶଶୀ ପାଣିଗ୍ରାହୀ ଯୋଗ ଦେଇଥିଲେ । ମାନୁ ଭୋଇ, ଶରତ ବୁଧିଆ, ପିଙ୍କୁ ଷାଣ୍ଢ, ହୃଷୀକେଶ ପୋଢ଼, ଅମିତ ସ୍ୱାଇଁ, ଘନଶ୍ୟାମ ନନ୍ଦ, ପପୁଲୁ ବାଗ, ଘନଶ୍ୟାମ ନନ୍ଦ ମାନୁ ମେ ର୍ଲି, ରଘୁରାଜ ସିଂ ଦେଓ, ବିଜୟ ଦନ୍ତା, ପୀତବାସ ଭୋଇ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

jittmm
Leave A Reply

Your email address will not be published.