ରକ୍ତ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଲେ ଅଜିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଜନୈକ ରୋଗୀଙ୍କ ରକ୍ତ ଦରକାରଥିବା ଜାଣି ଦେଓଗାଁ ବ୍ଲକ ଉଡାର ଗାଁର ରକ୍ତଦାତା ଅଜିତ ଭୋଇ ଯାଇ ରକ୍ତଦାନ କରି ଉକ୍ତ ରୋଗୀଙ୍କର ଜୀବନ ବଞ୍ଚାଇଛନ୍ତି । ସେ ପୂର୍ବରୁ ମଧ୍ୟ ୧୭ଥର ରକ୍ତ ଦେଇ ରୋଗୀଙ୍କର ଜୀବନ ବଞ୍ଚାଇ ମହାନ କାମ କରି ସାରିଛନ୍ତି । ତାଙ୍କର ଏହି କାମକୁ ନେଇ ଅଞ୍ଚଳରେ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

Leave A Reply

Your email address will not be published.