oom

କଣ୍ଟାମାଲ ବିଜୁଛାତ୍ର ଜନତା ଦଳର ସାଂଗଠନିକ ବୈଠକରେ ‘ଦ ଟଲମ୍ୟାନ’ ଉନ୍ମୋଚିତ

jsmm

ବୌଦ୍ଧ, (ମମତା ମହାକୁର) : ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମନମୁଣ୍ଡା ଡାକବଙ୍ଗଳାଠାରେ ବିଜୁଛାତ୍ର ଜନତା ଦଳ କଣ୍ଟାମାଲର ସଭାପତି ଉଦିତ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂଗଠନିକ ବୈଠକରେରେ ମୁଖ୍ୟଅତିଥି ଭାବେ ବିଜୁଛାତ୍ର ଜନତା ଦଳ ବୌଦ୍ଧର ପର୍ଯ୍ୟବେକ୍ଷକ ଶତ୍ରୁଘ୍ନ ମହନନ୍ଦିଆ ଓ ଜିଲ୍ଲା ଛାତ୍ର ସଭାପତି ସଂଗ୍ରାମ ଦାସ, ଯୁବ ନେତା ସୁଧାଂଶୁ ରଣା, ପ୍ରଶାନ୍ତ କୁମାର ରଣା ପ୍ରମଖୁ ଯୁବନେତା ଯୋଗଦେଇ କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ବିଜେଡି ସଂଗଠନକୁ କିପରି ଆହୁରି ସୁଦୃଢ଼ କରାଯିବ ସେ ସମ୍ପର୍କରେ ଆଲୋଚନା ହେବା ସହ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉଦେଶ୍ୟରେ ସ୍ଲୋଗାନ ଦେଇଥିଲେ ଏବଂ “ଦ ଟଲମେନ” ବହିକୁ ଉନ୍ମୋଚନ କରିଥିଲେ । ବିଜୁ ବାବୁଙ୍କୁ ଜଣେ ସାହସୀ ଓ ନିର୍ଭିକ ବ୍ୟକ୍ତିଭାବେ ଆଲୋଚନା କରାଯାଇଥିଲା ।

jittmm
Leave A Reply

Your email address will not be published.