ଅନିର୍ଦ୍ଦିଷ୍ଟ କାଳ ପାଇଁ ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଅନିର୍ଦ୍ଦିଷ୍ଟ କାଳ ପାଇଁ ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟକୁ ସିଲ୍ କରିଛି ବିଏମ୍‌ସି । ସଟ୍‌ଡାଉନରେ ମାଛ ଦୋକାନ ଓ ଗୋଦାମ ଖୋଲି ବେପାର ଚଳାଇଥିବାରୁ ମୋଟା ଅଙ୍କର ଫାଇନ ଲଗାଇବା ସହ ପୁରା ୪ ନମ୍ବର ମାଛ ମାର୍କେଟକୁ ସିଲଖ କରିଛି ବିଏମ୍‌ସି । ଏହାପୂର୍ବରୁ ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ୍ ଆସିବା ପରେ ୨ଥର ଚେତାବନୀ ମଧ୍ୟ ଦେଇଥିଲା ବିଏମ୍‌ସି । ପରେ ପରେ ଚେତାବନୀ ସତ୍ତ୍ଵେ ନମାନିବାରୁ ଏହି ପଦକ୍ଷେପ ନେଇଛି ବିଏମ୍‌ସି ବୋଲି ଜଣାପଡିଛି ।

Leave A Reply

Your email address will not be published.