csstore

ବୌଦ୍ଧ ବିଜେପିର କଣ୍ଟାମାଲ ବ୍ଲକ ଘେରାଓ

ବୌଦ୍ଧ, (ମମତା ମହାକୁର) : ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନିୟମିତତା ଓ ବୌଦ୍ଧ ଜିଲ୍ଲାକୁ ଘର ନମିଳିବା ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତ୍ତୃତ୍ୱ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସିଂହାର, ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ବାଗ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଅନିୟମିତତା, ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗୃହଶୂନ୍ୟ ହୋଇଯାଇଥିବା ଆଦି ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ କଣ୍ଟାମାଲ ବନ୍ଦନା ଖଟୁଆଙ୍କ ମାଧ୍ୟମରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.