oom

‘ଭୁବନେଶ୍ୱର ଲ୍ୟାଣ୍ଡ୍ ୟୁଜ୍ ଇଣ୍ଟେଲିଜେନସ୍ ସିଷ୍ଟମ୍’ (BLUIS) ମୋବାଇଲ ଆପ୍ ସଂଯୋଗ ହେଲା

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ଜମିକୁ ଉପଗ୍ରହ ସୂଚନା ବ୍ୟବସ୍ଥା ମାଧ୍ୟମରେ “ଭୁବନେଶ୍ୱର ଲ୍ୟାଣ୍ଡ୍ ୟୁଜ୍ ଇଣ୍ଟେଲିଜେନସ୍ ସିଷ୍ଟମ୍” (BLUIS) ମୋବାଇଲ ଆପ୍ ଦ୍ୱାରା ସଂଯୋଗ କରାଯାଇଛି। ନାଗରିକମାନେ ଏହି ଆପ୍ ବ୍ୟବହାର କରି ସରକାରୀ ଜମିର ଅପବ୍ୟବହାର ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇ ପାରିବେ। ଏ ସଂପର୍କରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୟୁଟର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.