ଅର୍ଣ୍ଣପୂର୍ଣା ଯୋଜନାରେ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅର୍ଣ୍ଣପୂର୍ଣା ଯୋଜନା ପକ୍ଷରୁ ଅସହାୟ ଲୋକ ଏବଂ ନିରୀହ ଜୀବଜନ୍ତୁଙ୍କ ପାଇଁ ଶନିବାର ଓ ରବିବାର ଦୁଇଦିନ ଧରି ଦିଆଯାଉଥିବା ରନ୍ଧା ଖାଦ୍ୟ ଏବଂ କଞ୍ଚା ପନିପରିବା ଗନ୍ଧମାର୍ଦ୍ଧନ ଟ୍ରଷ୍ଟ ଓ ସେବା ସମିତି ଏନଜିଓ ମିଳିତ ଆନୁକୂଲ୍ୟରେ ଶୁଭାରମ୍ଭ ହୋଇଯାଇଛି । ଏଥିରେ ଗନ୍ଧମାର୍ଦ୍ଧନ ଟ୍ରଷ୍ଟର ଅଧକ୍ଷ ଇଂ ହିତେଶ କୁମାର ସାହୁ, ଗନ୍ଧମାର୍ଦ୍ଧନ ଟ୍ରଷ୍ଟର ଉପଦେଷ୍ଟା ସନ୍ଦୀପ ବାଗ, ସୁମିତ କୁମାର ମିଶ୍ର, ଲକ୍ଷଦେବ ପତ୍ର, ପାଣ୍ଢବ ଷାଣ୍ଢ ଓ ସେବା ସମିତି ଏନଜିଓର ସମ୍ପାଦକ ଚିତ୍ତରଞ୍ଜନ ବରାଡ଼ ପ୍ରମୁଖ ଉପସ୍ଥିତି ଥିଲେ ।

Leave A Reply

Your email address will not be published.