ପୁଣି ମୁଣ୍ଡ ନେଲା କରୋନା : ସାହିତ୍ୟିକ ନରୋତ୍ତମ ସାହୁ ଆଉ ନାହାନ୍ତି

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବ. ସଂଗଠକ, ସାହିତ୍ୟିକ ନରୋତ୍ତମ ସାହୁ(୬୫) ଆଉ ନାହାନ୍ତି । ପାଟଣାଗଡ଼ ଅଂଚଳରେ ସେ ଜଣେ ବିଶେଷ ଜଣାଶୁଣା ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । କିଛି ଦିନ ହେଲା ସେ କରୋନା ସଂକ୍ରମିତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ବୋଲି ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.