ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୨ : ବଲାଙ୍ଗିର ପୌରାଚଂଳରୁ ୩୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଚଂଳରୁ ୩୪ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଚଂଳ ୱାର୍ଡ ନଂ. ୧, ୱାର୍ଡ ନଂ. ୮, ୱାର୍ଡ ନଂ. ୧୦, ୱାର୍ଡ ନଂ. ୧୧, ୱାର୍ଡ ନଂ. ୧୬ ଏବଂ ୱାର୍ଡ ନଂ. ୨୦ରୁ ୨ ଜଣ ଲେଖାଏଁ, ୱାର୍ଡ ନଂ. ୬, ୱାର୍ଡ ନଂ. ୧୮ ଏବଂ ୱାର୍ଡ ନଂ ୧୯ରୁ ଜଣେ ଲେଖାଏଁ, ୱାର୍ଡ ନଂ. ୨ ଏବଂ ୱାର୍ଡ ନଂ ୨୧ରୁ ୫ ଜଣ ଲେଖାଏଁ ଏବଂ ୱାର୍ଡ ନଂ. ୧୫ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ଭୁଣ୍ଡିମୁହାଣ ଗ୍ରା.ପ. ଏବଂ ଚୁଡାପାଲି ଗ୍ରା.ପ.ରୁ ୬ ଜଣ ଲେଖାଏଁ, ତୁଷୁରାବାହାଲ ଗ୍ରା.ପ.ରୁ ୪ ଜଣ ଏବଂ ସଦେଇପାଲି ଗ୍ରା.ପ.ରୁ ଜଣେ, ଆଗଲପୁର ବ୍ଲକ ନୁନିଆପାଲି ଗ୍ରା.ପ. ଏବଂ ଡୁଡୁକା ଗ୍ରା.ପ.ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ କୁତୁର୍ଲା ଗ୍ରା.ପ., ଦେଓଗାଁ ଗ୍ରା.ପ. ଏବଂ ମହଲାଇ ଗ୍ରା.ପ.ରୁ ଜଣେ ଲେଖାଏଁ, କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ. ୨, ୱାର୍ଡ ନଂ.୪, ୱାର୍ଡ ନଂ.୮, ୱାର୍ଡ ନଂ.୯, ୱାର୍ଡ ନଂ.୧୦ ଏବଂ ୱାର୍ଡ ନଂ.୧୪ରୁ ଜଣେ ଲେଖାଏଁ ଏବଂ ୱାର୍ଡ ନଂ ୩ରୁ ୭ ଜଣ, ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ଯୋଗୀସୁର୍ଡା ଗ୍ରା.ପ. ଏବଂ ଉପରବାହାଲ ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରା.ପ. ଏବଂ ମୁରିବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ ଏନ୍‌ଏସି ୱାର୍ଡ ନଂ.୩ରୁ ଜଣେ, ପୁଇଁନ୍ତଲା ବ୍ଲକ ଛତାପିପଲ ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ବିବିନା ଗ୍ରା.ପ.ରୁ ଜଣେ, ଟିଟିଲାଗଡ ବ୍ଲକ ଖୋଲାନ ଗ୍ରା.ପ.ରୁ ଜଣେ, ଟିଟିଲାଗଡ ପୌରାଚଂଳ ୱାର୍ଡ ନଂ. ୪, ୱାର୍ଡ ନଂ.୮, ୱାର୍ଡ ନଂ. ୧୧ ଏବଂ ୱାର୍ଡ ନଂ. ୧୪ରୁ ଜଣେ ଲେଖାଏଁ, ୱାର୍ଡ ନଂ. ୧୨ରୁ ୨ ଜଣ, ୱାର୍ଡ ନଂ ୫ରୁ ୩ ଜଣ ଏବଂ ୱାର୍ଡ ନଂ ୯ରୁ ୪ ଜଣ, ତୁରେକେଲା ବ୍ଲକ କୁଇବାହାଲ ଗ୍ରା.ପ.ରୁ ଜଣେ କରୋନାରେ ସକ୍ରଂମିତ ହୋଇଛନ୍ତି । ଜିଲ୍ଲାରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧୯ ରହିଛି ।

Leave A Reply

Your email address will not be published.