ନବମ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ବେଲପଡା ଗ୍ରାମ ଅନ୍ତର୍ଗତ ଖୋଲାଦ୍ୱାରର ବାଟ ମହାବୀର ମନ୍ଦିର ପରିବେଶରେ ନବମ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମହାବୀର ଦେବଙ୍କ ଅପର କୃପାରୁ ଗତ ୩ ତାରଖ ଠାରୁ ଆରମ୍ଭ ହୋଇ ୭ ତାରିଖପଯ୍ୟନ୍ତ ନାମ ଯଜ୍ଞାଘୃତ ଯଜ୍ଞ । ସୂର୍ୟ୍ୟ ପୂଜା, ହନୁମାନ ଚାଳିଶା, ନଗର ପରିକ୍ରମା, ଅନ୍ନ ପ୍ରସାଦ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅନୁଷ୍ଠାନର ଗୁରୁଶ୍ରୀ ନରେନ୍ଦ୍ର କୁମାର ରାଜଗୁରୁ ପୁରୀଙ୍କ ତତ୍ଵାବଧାନରେ ବେଲପଡା ଖୋଲଦ୍ୱାର ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.