ପଞ୍ଚମ ଶ୍ରେଣୀ ଛାତ୍ରୀ ରେଣୁକା ସାହୁ‌ଙ୍କ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ସମାଜସେବୀ ତଥା ସାମ୍ବାଦିକ ବନବାସ ସାହୁଙ୍କ ଝିଅ ରେଣୁକା ସାହୁ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ । ଗତ ତା.୦୮.୦୩.୨୦୨୧ ରିଖ ଦିନ ଅନୁଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଫ୍ରେଜରପୁର , ପାଇକମାଲ ବ୍ଲକ) ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛ‌ନ୍ତି । ଡୁମ୍ବେରବାହାଲ ସ୍କୁଲର ପ୍ରଧାନ ଶିକ୍ଷକ ହୃଷିକେଶ ବାଗ ଓ ଅନ୍ୟ ସହକାରୀ ଶିକ୍ଷକବୃନ୍ଦ ତଥା ଟ୍ୟୁସନ ଶିକ୍ଷକ ମଳୟ ହଂସଙ୍କୁ କୃତଜ୍ଞତା ଜଣାଇଛନ୍ତି ପରିବାର ବର୍ଗ ।

Leave A Reply

Your email address will not be published.