କମ୍ବିଂ ଅପରେସନ୍‌ ବେଳେ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ : ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ପିଣ୍ଟାପଦର ଜଙ୍ଗଲରେ କମ୍ବିଂ ଅପରେସନ୍‌ ଚାଲୁଥିବା ସମୟରେ ବଡ଼ ଧରଣର ଅଘଟଣରୁ ଯବାନ ବର୍ତ୍ତିଯାଇଥିଲେ ଯବାନ । ତେବେ ଘଟଣା‌ସ୍ଥଳରୁ ବିପୁଳ ପରିମାଣ ବିସ୍ଫୋରକ ସହ ୬୦ଟି ଜିଲେଟିନ୍, ୫୦ଟି ଇଲେକ୍ଟ୍ରି ଡିଟୋନେଟର, ୩୦ ଆଇରନ୍ ପେଲେଟ୍, ବିଦ୍ୟୁତ୍ ତାର ଏବଂ ଅଢ଼େଇ କିଲୋ ଗନ୍ ପାଉଡର । ତେବେ ପୁଣି ଥରେ ଆଇଇଡି ଖଞ୍ଜି ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା କରିଥିଲା ଲାଲବାହିନୀ ।

Leave A Reply

Your email address will not be published.