jayashree

ଦେଓଗାଁ ପେକ୍ସରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଥରେ ସମବାୟ ନିରୀକ୍ଷକ ବବଲୁ ମେହେରଙ୍କ ପରିଚାଳନାରେ ଶୁକ୍ରବାର ଦିନ ରଙ୍ଗୋଲି ରାଷ୍ଟ୍ର ଏବଂ ମେଘା ସଦସ୍ୟତାକୁ ନେଇ ସମବାୟ ସମ୍ଭନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମବାୟ ବିଭାଗ, ହସ୍ତତନ୍ତ, ବୟନଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେଓଗାଁ ଏବିଡିଓ ପୁଷ୍ପାଞ୍ଜଳୀ ନାଏକ, ସବ-ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍ କୋପ୍‌ରେଟିଭ୍ ସୋସାଇଟିଜ୍ ଅକ୍ଷୟ ମେହେର, ଦେଓଗାଁ ପ୍ୟାକ୍ସର ଶ୍ରୀକାନ୍ତ ସାହୁ, ଓଏଲ୍‌ଏମ୍‌ର ଶବ୍ୟା ମହାଲିଙ୍ଗ, ଦେଓଗାଁ କଲେଜର ଛାତ୍ରୀମାନଙ୍କ ସହ ବିଭିନ୍ନ ଏସ୍‌ଏଚ୍‌ଜି ମହିଳାମାନେ ଉପସ୍ଥିତ ଥିଲେ । ଶେଷରେ ସମବାୟ ନିରୀକ୍ଷକ ସୋମ୍ୟଜିତ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.