ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ତାଲବହାଲ ପଞ୍ଚାୟତ ଲମକାନି ଗ୍ରାମରେ ଶିବମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ସ୍ଥାନୀୟ ପୋଖରୀ(ଜଳାଶୟ) ଶତାଧିକ ମହିଳା ଓ ପୁରୁଷ ମାନେ ୧୦୮ କଳସ ରେ ଆଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏଥିରେ କର୍ତା ଭାବରେ ପ୍ରବୀର ନାୟକଙ୍କ ଧର୍ମପତ୍ନୀ ଲିନା ନାୟକ ଏବଂ ଉପଯୋଗ କର୍ତା ଭାବେ ହର ଡାଙ୍ଗଙ୍କ ସହ ପତ୍ନୀ ହରି ପ୍ରିୟ ଡାଙ୍ଗ ଥିବା ବେଳେ ଯଜ୍ଞରେ ମୁଖ୍ୟ ପୂଜକ ଭାବରେ ଆଚାର୍ୟ୍ୟ ଯୁଧିଷ୍ଟିର ହୋତା ଦାୟିତ୍ୱ ତୁଲାଇଛନ୍ତି । ଏଥିରେ ଗ୍ରାମର ସମସ୍ତ ସଦସ୍ୟମାନେ ସହଯୋଗ କରୁଛନ୍ତି ।
Next Post