oom

ନୟାଗଡ ପରୀ ମୃତ୍ୟୁ ଘଟଣା ପଛର ସାଂଘାତିକ ସତ ଏବେ ସା‌ମ୍ନାକୁ ଆସୁଛି

jsmm

ନୟାଗଡ଼ : ନୟାଗଡ ପରୀ ମୃତ୍ୟୁ ଘଟଣା ପଛର ସାଂଘାତିକ ସତ ଏବେ ଲୋକଲୋଚନାକୁ ଆସୁଛି। ସତ ସ୍‌ବୀକାର କରିଛି ସଇତାନ । ଅଡ଼ିଓ, ଭିଡିଓରେ ହତ୍ୟାକାଣ୍ଡର ପୂରା କାହାଣୀ ସାମ୍ନାକୁ ଆସିଛି । ସେ ନିଜେ କହିଛି, ପରୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଓ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା ପରେ ଅଖାରେ ପୁରାଇ ପୋଖରୀ ନିକଟରେ ମୃତଦେହ ପକାଇଥିଲା । ଘରେ କାହାରିକୁ କିଛି ଏ ବିଷୟରେ ଜଣାଇନଥିବା ସେ କହିଛି ।

jittmm
Leave A Reply

Your email address will not be published.