mahavir

ଭଗବାନ ପର୍ଶୁରାମ ଜନ୍ମୋତ୍ସବ ମହାସମାରୋହରେ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ପ୍ରାତଃ ସମୟରୁ ବଲାଙ୍ଗିରର ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ଠାରେ ଜୟନ୍ତୀ ଉତ୍ସବ ପାଳନ ହୋଇଥିବା ବେଳେ ଯଜ୍ଞାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସହରର ବହୁ ବୁଦ୍ଧିଜୀବୀଙ୍କ ସହ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର କାର୍ଯ୍ୟକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.