ଦେଓଗାଁ, ଜରାସିଂହା, ସାଲେପାଲି ଓ ବଗଡା ହାଇସ୍କୁଲକୁ ପୌଷ୍ୟଭାବେ ଗ୍ରହଣ କରିବାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଆବେଦନ କଲେ ପୂର୍ବ ବ୍ଲକ ଅଧ୍ୟକ୍ଷ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଦେଓଗାଁ ବ୍ଲକର ୪ଟି ସ୍କୁଲ ଯଥା ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ, ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟ ଜରାସିଂହା, ଗୋପବନ୍ଧୁ ହାଇସ୍କୁଲ ସାଲେପାଲି ଓ ବଗଡ଼ା ସ୍ଥିତ ଇନ୍ଦିରା ଗାନ୍ଧୀ ହାଇସ୍କୁଲକୁ ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ଇଚ୍ଛୁକ ରହିଥିବା ନେଇ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆବେଦନ କରିଛନ୍ତି ।

Leave A Reply

Your email address will not be published.