csstore

ପ୍ରଥମ ଏକଲବ୍ୟ ଫୁଟବଲ ଟୁର୍ଣ୍ଣାମେ‌ଣ୍ଟର ଫାଇନାଲ ତଥା ଉଦଯାପନୀ ମ୍ୟାଚରେ ଯୋଗ ଦେଲେ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ

ଲୋଇସିଂହା, (କେପିଏନ୍‌ଏସ୍‌) : ଗତକାଲି ତା. ୦୭.୦୨.୨୦୨୧ ତାରିଖ ଦିନ ଲୋଇସିଂହା ‌ବ୍ଲକ ବିଶାଲପାଲି ଠାରେ ପ୍ରଥମ ଏକଲବ୍ୟ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ତଥା ଉଦଯାପନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ତଥା ପ୍ରଦେଶ କୋର ଗ୍ରୁପ କମିଟି ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ଭୋଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଉଦଯାପନୀ ମ୍ୟାଚରେ ବଲାଙ୍ଗୀର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କରର୍ଶଣ ଆଚାର୍ୟ୍ୟ, ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ନଗର ସଂଗଠନ ମନ୍ତ୍ରୀ ରବୀନ୍ଦ୍ର ନାଏକ, ଆଲୋକ ପଣ୍ଡା, ଶୈଳେନ୍ଦ୍ର ନାଏକ, କବିରାଜ ସାହୁ, ରାଜୁ ନାଏକ, ଲୋଇସିଂହା ପ୍ରଭାରୀ, ଶଙ୍କର୍ ଅଗ୍ରୱାଲ, ଉପସଭାପତି ନେପାଲ ଶା,ସୁମନ୍ତ ବିଶ୍ଵାଳ, ସଚି ବେହେରା, ସୀତାରାମ ପ୍ରଧାନ ଓ ଜିଲ୍ଲାର ଅନ୍ୟାନ୍ୟ କାର୍ୟ୍ୟକର୍ତ୍ତା ଯୋଗଦେଇ ଉଦଯାପନୀ ମ୍ୟାଚର ଶୋଭା ବଢେଇବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.